logo

ଓଡ଼ିଆ ଭାଷା ଓଡ଼ିଶା ଅସ୍ମିତା ସଙ୍କଟରେ --- ମୋଦୀ

ମେଣ୍ଟ ପ୍ରସଙ୍ଗରେ ମୋଦୀ ଜୀ ମୁହଁ ଖୋଲିଛନ୍ତି ସେ କହିଛନ୍ତି କିଛି ମୁଦ୍ଦା କୁ ନେଇ କିଛି ଦଳ ଆମକୁ ସମର୍ଥନ କରିଛନ୍ତି କିନ୍ତୁ ଆଜି ଓଡ଼ିଶା ର ଅସ୍ମିତା ବିପଦରେ। ସତରେ କଣ ଓଡ଼ିଶା ର ପରିସ୍ଥିତି ଏହା ଓଡ଼ିଶା ବାସୀ ଏହାକୁ ବିଚାର କରିବେ ଆଗାମୀ ନିର୍ବାଚନ ରେ।

6
2336 views